ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ଆଜିଠାରୁ ପୁଣି ଥରେ ଦିଆଯିବ ହୋମିଓପାଥି ଔଷଧ। କରୋନା ସଂକ୍ରମଣ ମୁକାବିଲା ପାଇଁ ୨ ଦିନ ଧରି ସେମାନଙ୍କୁ ତୃତୀୟ ପର୍ଯ୍ୟାୟରେ ଔଷଧ ବଣ୍ଟନ କରାଯିବ। ରଥଯାତ୍ରା ପୂର୍ବରୁ ଓ ପରେ ପ୍ରାୟ ୫ହଜାର ସେବାୟତ ପରିବାରଙ୍କୁ ହୋମିଓପାଥି ବଣ୍ଟନ କରାଯାଇଥିଲା।
ଆର୍ସେନିକ ଆଲ୍କସ ନାମକ ଏହି ହୋମିଓପାଥି ଔଷଦ ରୋଗ ପ୍ରତିଷେଧକ ଶକ୍ତି ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁହାଯାଇଛି। ଏଣୁ ସ୍ରୀମନ୍ଦିର ପ୍ରଶାସନର ଅନୁରୋଧ କ୍ରମେ କେନ୍ଦ୍ରୀୟ ଆୟୁଷ ମନ୍ତ୍ରାଳୟର ଅର୍ଗାନିକ ହୋମିଓପାଥି ଗବେଷଣା କେନ୍ଦ୍ର ପକ୍ଷରୁ ଆଜିଠାରୁ ପୁଣି ଔଷଧ ବଣ୍ଟନ କରାଯିବ। ଏହା ଇମ୍ୟୁନିଟି ବୁଷ୍ଟର ଭାବେ ଭଲ କାର୍ଯ୍ୟ କରୁଥିବା ହୋମିଓପାଥି ଡାକ୍ତରମାନେ ମତ ଦେଇଛନ୍ତି।
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…