ଭୁବନେଶ୍ୱର: ଛାତ୍ରଙ୍କୁ ପିଟିଲେ, ଏବେ ବନ୍ଧା ହେଲା। ଦେଖନ୍ତୁ ଏହି ଚେହେରାକୁ। ନାମ ବିଶ୍ୱରଞ୍ଜନ ରଣା ଓରଫ ପପୁନ୍। ଭୁବନେଶ୍ୱର ଗାନ୍ଧୀ ଯୁକ୍ତ ଦୁଇ ବିଜ୍ଞାନ କଲେଜର ହଷ୍ଟେଲ ଓ୍ଵାର୍ଡେନ୍। ତିନି ଜଣ ଛାତ୍ରଙ୍କୁ ଅତି ଅମାନୁଷିକ ଭାବରେ ପିଟିବା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଭିଡିଓ ଭାଇରାଲ୍ ପରଠୁ ଫେରାର୍ ଥିଲା। ୪ବର୍ଷ ଧରି ସେ ଓ୍ଵାର୍ଡେନ୍ ଭାବରେ କାମ କରୁଥିଲା।
ତିନି ଜଣ ଛାତ୍ରଙ୍କୁ ଗୋରୁଗାଈ ଭଳି ପିଟୁଥିଲା ବିଶ୍ୱରଞ୍ଜନ। ଏମିତି ମାରିବା ପଛର ପ୍ରକୃତ କାରଣ କଣ? କେବଳ ପରୀକ୍ଷାରେ ଭଲ ନମ୍ବର ନରଖିବାରୁ ପିଟୁଥିଲା? ନା ଆଉ କିଛି କାରଣ ରହିଛି? ପୂର୍ବରୁ ହଷ୍ଟେଲରେ କାହାକୁ ମାଡ଼ ମାରିଥିଲା? ପିଟିବା ପାଇଁ କିଏ ଦେଇଥିଲା ଅନୁମତି? ଏମିତି ଅନେକ ପ୍ରସଙ୍ଗରେ ତାକୁ ପଚରାଉଚରା କରାଯାଇଛି। ନିଜ ଦୋଷ ମାନିଛି ଅଭିଯୁକ୍ତ।
ଶିକ୍ଷାନୁଷ୍ଠାନକୁ ଦଣ୍ଡମୁକ୍ତ ଅଞ୍ଚଳ କରାଯାଇଛି। କେଲଜଗୁଡ଼ିକରେ ର୍ୟାଗିଂ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ରାଜଧାନୀର ଆବାସିକ କଲେଜ ହଷ୍ଟେଲରେ ଛାତ୍ରଙ୍କୁ ନିର୍ଘାତ ପିଟିବାକୁ ବିଭିନ୍ନ ମହଲ ନାପସନ୍ଦ କରିଛନ୍ତି ।
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…