ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ପାରାଦୀପ : ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର। ଭାତ ପେଜ ଉତୁରି ପଶିବାରୁ ଗ୍ୟାସ ଟାଙ୍କି ଫାଟି ଘରେ ଲାଗିଗଲା ନିଆଁ । ପାରାଦୀପ ଅଠରବାଙ୍କି ଲକପଡାରେ ଅଗ୍ନିକାଣ୍ଡ । ଘରେ କେହି ନଥିବାରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । କୁଜଙ୍ଗ ଅଗ୍ନିଶମ ବିଭାଗ ଓ ଏଏମଏନଏସ ଅଗ୍ନିଶମ ଗାଡି ପହଁଚି ନିଆଁକୁ ଆୟତ କରିଛନ୍ତି ।

You might also like