ବାରିପଦା ମଧୁବନ ଅଞ୍ଚଳରେ ବନ୍ୟା ପାଣିରେ ଭୁଶୁଡ଼ିଲା ଘର, କ୍ୟାମେରାରେ କଏଦ୍ ହେଲା ଭିଜୁଆଲ

ମୟୁରଭଞ୍ଜ: ବନ୍ୟା ପାଣିରେ ଭୁଶୁଡ଼ିଲା ଘର । ଏହି ଘର ଭୁଶୁଡ଼ିବାର ଲାଇଭ୍‌ ଭିଜୁଆଲ କ୍ୟାମେରାରେ ହେଲା କଏଦ୍‌ । ବନ୍ୟା ପାଣି ଘେରରେ ଥିବା ବାରିପଦା ମଧୁବନ ଅଞ୍ଚଳରେ ଏକ ଘର ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।

ତେବେ ସୌଭାଗ୍ୟ ବଶତଃ ବନ୍ୟା ପାଣି ମାଡ଼ି ଆସିବାରୁ ଘରୁ ସେକ୍‌ ରମଜାନ ଓ ତାଙ୍କ ପରିବାର ଲୋକେ ବାହାରି ପଳେଇ ଆସିଥିଲେ। ଘରୁ ବାହାରି ପଳେି ଆସିବା ପରେ ଘରଟି ଭୁଶୁଡ଼ି ପଡ଼ିଥିଲା। ବର୍ତ୍ତମାନ ତାଙ୍କ ପରିବାର ଏକ ଉଚ୍ଚା ଜାଗାରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ପହଞ୍ଚି ସ୍ଥିତି ନୁଧ୍ୟାନ କରିବା ସହ ତଳିଆ ଅଞ୍ଚଳବାସୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.