ଓଡ଼ିଶାରେ କେତେ ଅଛନ୍ତି ଫିସିଂ କ୍ୟାଟ୍ ବା ମାଛରଙ୍କା ବିରାଡି‌? ପ୍ରଥମ ଥର ପାଇଁ ସଂରକ୍ଷିତ ଅଞ୍ଚଳ ବାହାରେ ଚାଲିଛି ଗଣନା

ଭୁବନେଶ୍ବର: ଓଡ଼ିଶାରେ କେତେ ଅଛନ୍ତି ଫିସିଂ କ୍ୟାଟ୍‌ ବା ମାଛରଙ୍କା ବିରାଡି । ବିରଳ ପ୍ରଜାତିର ବିଲୁପ୍ତ ପ୍ରାୟ ଏହି ପ୍ରାଣୀର ଆକଳନ କରାଯାଉଛି । ଏହା ଉପରେ ଅଧ୍ୟୟନ କରାଯାଉଛି ।

ପ୍ରଥମ ଥର ପାଇଁ ସଂରକ୍ଷିତ ଅଞ୍ଚଳ ବାହାରେ ଗଣନା ହେଉଛି । ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଏହି କାର୍ଯ୍ୟରେ ସାମିଲ କରାଯାଇଛି । ଜନସଂଖ୍ୟା ଆକଳନ କରିବା ପାଇଁ ୧୦୦ଟି କ୍ୟାମେରା ଲଗାଯାଇଛି । ଏହି କ୍ୟାମେରାରୁ ଗତକାଲି ଫିସିଂ କ୍ୟାଟ୍‌ଙ୍କ କିଛି ଫଟୋ ମଧ୍ୟ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.