ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ

ବରଗଡ଼(କେନ୍ୟୁଜ୍):କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ । ୪୧ ଜଣ କଳାକାରଙ୍କୁ ପଛରେ ପକାଇ କଂସ ପାଇଁ ଚୟନ ହୋଇଛନ୍ତି ହୃଷିକେଷ ।

କଳାକାର ଚୟନ କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପୋଙ୍କ ଦ୍ୱାରା ଏହା ଘୋଷଣା କରାଯାଇଛି । ପୂର୍ବରୁ ୯ଥର କଂସ ଭୂମିକାରେ ଅଭିନୟ କରିସାରିଛନ୍ତି ହୃଷିକେଶ । ହୃଷିକେଶଙ୍କ ସହ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ବରଗଡ଼ ବ୍ୟୁରୋ ହେଡ଼ ମହେନ୍ଦ୍ର କୁମାର ସାହୁ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.