ଭୁବନେଶ୍ବର: ଆଜି ରାଜଧାନୀରେ ବିଶାଳ ଚାଷୀ ସମାବେଶ । ଚାଷୀଙ୍କ ସମସ୍ୟା ଓ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଏହି ସମାବେଶରେ ବରୋଧୀ ଦଳ ନେତା ନବୀନ ପଟନାୟକ ଯୋଗ ଦେଇ ଉଦବୋଧନ ଦେବେ । ଚାଷୀ ସମସ୍ୟା ନେଇ ବିଧାନସଭା ଅଚଳ ହୋଇପଡିଛି । ଚାଷୀଙ୍କ ସମସ୍ୟା ସମାଧାନ ନେଇ ସରକାରଙ୍କ ଆନ୍ତରିକତା ନାହିଁ। ଚାଷୀ ଯନ୍ତ୍ରଣା ଭୋଗୁଛନ୍ତ, ସବୁ ଜିଲ୍ଲାର ଚାଷୀ ମାନେ ବିକ୍ଷୋଭ କରୁଛନ୍ତି । ସରକାର ବାହା ବାହା ମାରୁଛନ୍ତି କିନ୍ତୁ ଚାଷୀ ଦୁଃଖ ବୁଝୁନଥିବା କହିଛନ୍ତି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ।
Also read: ଭୁବନେଶ୍ବରରେ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ