ରାଜ୍ୟ

ମୋହନା କମଳାପୁର ନାକା ଗେଟ ନିକଟ ପୋଲ ତଳେ ପଡିରହିଛି ବହୁ ପରିମାଣର ରନ୍ଧା ଖାଦ୍ୟ ପୁଡିଆ

ମୋହନା: ଗଜପତି-ଗଞ୍ଜାମ ସୀମାନ୍ତ ମୋହନା ବ୍ଲକ ର କମଳାପୁର ନାକା ଗେଟ ନିକଟରେ ଥିବା ଏକ ପୋଲ ତଳେ ବହୁ ପରିମାଣର ରନ୍ଧା ଖାଦ୍ୟ ପଡି ଥିବାର ଦେଖିବାକୁ ମିଳିଛି l ଏହି ଖାଦ୍ୟ ଗୁଡିକ ପ୍ରବାସୀ ମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା l ଏନେଇ ଖବର ମିଳିବା ପରେ ବି.ଡ଼ି.ଓଙ୍କ ନିର୍ଦ୍ଦେଶ ପରେ ବ୍ଲକ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ ଫୋପଡ଼ା ଯାଇଥିବା ଖାଦ୍ୟ ଗୁଡିକ ପୋତିବା ବ୍ୟବସ୍ଥା କରିଛନ୍ତି l

ତେବେ ପ୍ରତିଦିନ ଉକ୍ତ ନାକା ଗଟେ ଦେଇ ସହ ସହ ପ୍ରବାସୀ ମୋହନା ବ୍ଲକ ମଧ୍ୟରେ ପ୍ରବେଶ କରନ୍ତି । ସେମାନଙ୍କ ନିମନ୍ତେ ଉକ୍ତ ଖାଦ୍ୟ ପ୍ରସ୍ତୁତ ହୋଇଥିଲା କିନ୍ତୁ ଅବଶ୍ୟକ ସଂଖ୍ୟକ ପ୍ରବାସୀ ନ ଆସିବାରୁ ରନ୍ଧା ଖାଦ୍ୟ ଗୁଡ଼ିକ ନଷ୍ଟ ହୋଇ ଯାଇଥିଲା। ଆଗକୁ ଏଥି ପ୍ରତି ଦୃଷ୍ଟି ଦିଆ ଯିବ ବୋଲି ମୋହନା BDO ବଂଶୀ ଧର ଖୋସଲା କହିଛନ୍ତି l

Sonalisa

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

48 seconds ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

9 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

11 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

19 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

44 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

53 mins ago