ମାଲକାନଗିରି ବିଏସଏଫକୁ ବଡ ସଫଳତା: ମାଓ ଦମନ ଅପରେସନ୍‌ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି(କେନ୍ୟୁଜ୍‌) : ମାଲକାନଗିରି ବିଏସଏଫକୁ ବଡ ସଫଳତା । ମାଓ ଦମନ ଅପରେସନ୍‌ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଜଡାମ୍ବ ଥାନା ଧକଡପଦର ଓ ବଚେଲୀପଦର ଗାଁ ନିକଟ ଜଙ୍ଗଲରେ ବିଏସଏଫ ଜବାନ କୁମ୍ବିଂ ଅପରେସନ୍‌ କରୁଥିବା ବେଳେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ପୋଲିସକୁ ଟାର୍ଗେଟ କରି ମାଓବାଦୀ ଏହାକୁ ଡମ୍ପିଂ କରି ରଖିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.