ନିୟମକୁ ଫୁ. . . . .  ଲକଡାଉନ ସତ୍ତ୍ବେ ନିଆଳି ସାପ୍ତାହିକ ହାଟରେ ଜମୁଛି ଜନତାଙ୍କ ଗହଳି, ସଚେତନତା ଯାଇଛି ଚୁଲିକି..

ନିଆଳି(କେନ୍ୟୁଜ୍): ସାରା ଦେଶରେ ଚାଳିଛି ଲକଡାଉନ।  ଏହି ସମୟରେ କିଛି ଲୋକ ସଚେତନ ହୋଇ ଘରେ ରହୁଥିବାବେଳେ ଆଉ କିଛି ନିୟମକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି । ଏତେ ସବୁ କଟକଣା କରାଯାଇଥିଲେ ମଧ୍ୟ କଟକ ଜିଲ୍ଲା ନିଆଳିର ସାପ୍ତାହିକ ହାଟରେ ଜମୁଛି ଜନତାଙ୍କ ଗହଳି। ଲୋକେ ଲକଡାଉନକୁ ଖାତିର କରୁନଥିବା ଦେଖିବାକୁ  ମିଳିଛି। ଯିଏ ଯେମିତି ପାଇଲା ସେମିତି ମନ ଇଚ୍ଛା ଏକାଠି ହୋଇ  ପରିବା  କିଣୁଛନ୍ତି । କିନ୍ତୁ କେହି ଜଣେ ସଚେତନତା ଥିବାର ଏଠାରେ ଦେଖିବାକୁ ମିଳିନାହିଁ। ତେବେ ଏଭଳି ଜାଗାରେ ପୋଲିସ କାହିଁକି ମୁତୟନ ହେଉନାହନ୍ତି ତାହାକୁ ନେଇ ଅନେକ ବୁଦ୍ଧିଜୀବୀ ପ୍ରାଶ୍ନ ଉଠାଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.