ଶିକାରୀ ହେଲା ନିଜେ ଶିକାର, ବାର୍ହା ପାଇଁ ବସାଯାଇଥିବା ବିଦ୍ୟୁତ ତାରରେ ଲାଗି ନିଜେ ଶିକାରୀ ମୃତ

କେନ୍ଦ୍ରାପଡ଼ା(କେନ୍ଯୁଜ୍): ଶିକାରୀ ହେଲା ନିଜେ ଶୀକାର। ବାର୍ହା ପାଇଁ ବସାଯାଇଥିବା ବିଦ୍ୟୁତ ତାରରେ ଲାଗି ଶିକାରୀଙ୍କର ମୃତ୍ଯୁ ହୋଇଥିବା ଜଣାପଡିଛି । କେନ୍ଦ୍ରାପଡ଼ା ଜମ୍ବୁ ଗାଁରେ ବିଜୁ ମିର୍ଦ୍ଧା ନିଜ ବାଡିରେ ବାର୍ହା ଶୀକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ। ରାତିରେ ତାରରେ ଲାଗି ମୃତ୍ୟୁବରଣ କରିଥିବା ବାର୍ହା ଆଣିବାକୁ ଯାଇଥିବାବେଳେ ବିଜୁ ମିର୍ଦ୍ଧାଙ୍କ ମୃତ୍ୟୁ ହୋଇଥିଲା।