୧୦ ମାସ ପୁଅର ଗଳା ଚିପିବା ପରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ, ତାପରେ କଲା ଆତ୍ମହତ୍ୟା

ବ୍ରହ୍ମପୁର (କେନ୍ଯୁଜ୍): ସ୍ତ୍ରୀ, ପୁଅକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା । ବ୍ରହ୍ମପୁର ଚମାଖଣ୍ଡି ଥାନା କୋଟବଗଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି। ୧୦ ମାସ ପୁଅର ଗଳା ଚିପିବା ପରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ ।

ଉଭୟଙ୍କୁ ହତ୍ୟା ପରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ପାରିବାରିକ କଳହରୁ ଲପରି ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.