ସଡ଼କ ଦୁର୍ଘଟଣାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଵଲାଙ୍ଗିର ସମ୍ବଲପୁର ରାସ୍ତାର ଛତା ମଖନା ନିକଟରେ ସଡ଼କ ଦୁର୍ଘଟଣା । ଜଣେ ମୃତ ଜଣେ ଗୁରୁତ୍ତର । ମୃତକ ହେଲେ ଦୁର୍ଗାପାଲି ଗାଁ ରେ ପାଳେଶ୍ୱର ଘିବେଲା । ଦୁର୍ଘଟଣା ଘଟାଇଥିବା ଗାଡିଟି ଟିଟିଲାଗଡ଼ IIC ବସିଥିବା ଜଣାପଡିଛି ।

ଵଲାଙ୍ଗିର : ଵଲାଙ୍ଗିର ସମ୍ବଲପୁର ରାସ୍ତାର ଛତା ମଖନା ନିକଟରେ ସଡ଼କ ଦୁର୍ଘଟଣା । ଜଣେ ମୃତ ଜଣେ ଗୁରୁତର । ମୃତ ଓ ଗୁରୁତର ସ୍ୱାମୀ-ସ୍ତ୍ରୀ ବୋଲି ଜଣ ପଡିଛନ୍ତି। ମୃତକ ହେଲେ ଦୁର୍ଗାପାଲି ଗାଁରେ ପାଳେଶ୍ୱର ଘିବେଲା । ଦୁର୍ଘଟଣା ଘଟାଇଥିବା ଗାଡିଟିରେ ଟିଟିଲାଗଡ଼ IIC ବସିଥିବା ଜଣାପଡିଛି ।

ଟିଟିଲାଗଡ଼ IIC ବରଗଡ଼କୁ କୋର୍ଟ ସାକ୍ଷୀ ଦେବାକୁ ଯାଇଥିଲେ । ଫେରିବା ବେଳେ ଦୁର୍ଘଟଣା ଘଟିଛି । ଟିଟିଲାଗଡ଼ IIC ମଧ୍ୟ ଆହତ ହୋଇ ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି ।