ଭାଇ ଗଲା ପରେ ଭାଉଜକୁ କରିଥିଲା ବିବାହ, ଏବେ ପାରିବାରିକ କଳହକୁ ନେଇ କଲା ହତ୍ୟା

ବ୍ରହ୍ମଗିରି(କେନ୍ଯୁଜ୍): ବ୍ରହ୍ମଗିରି ଥାନା ପାଞ୍ଚଗୋଛିଆ ଗୌଡ଼ସାହି ରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ପତ୍ନୀକୁ ହତ୍ୟା କଲା ସ୍ୱାମୀ । ମୃତକଙ୍କ ନାମ ମାଳତୀ ଦେ । ଆଠ ବର୍ଷ ପରେ ଭାଇର ମୃତ ପରେ ଭାଉଜକୁ ବିବାହ କରିଥିଲା ଅଭିଯୁକ୍ତ ପ୍ରଭାକର ଦେ।

ଗତକାଲି ଅଧ ରାତିରେ ସେ ସ୍ତ୍ରୀକୁ ହତ୍ଯା କରିଥିବା ନେଇ କହିଛି ୧୨ ବର୍ଷର ଝିଅ । ମୃତ ମାଳତୀଙ୍କ ଭାଇ ଏନେଇ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଘଟଣାସ୍ଥଳରେ ପୋଲିସ୍ ପହଁଚି ତଦନ୍ତ କରି ଅଭିଯୁକ୍ତ ପ୍ରଭାକରକୁ ଗିରଫ କରିଛି ।

Leave A Reply

Your email address will not be published.