ସ୍ତ୍ରୀକୁ ହାଣି ହତ୍ୟା କରିବା ମାମଲାରେ ସ୍ୱାମୀକୁ ଆଜୀବନ ଜେଲ ସହିତ ୧୦ ହଜାର ଟଙ୍କା ଜରିମାନା : ଦଣ୍ଡାଦେଶ କଲେ କେନ୍ଦ୍ରାପଡା ଅତିରିକ୍ତ ଦୌରା ଜଜ୍‌

କେନ୍ଦ୍ରାପଡା (କେନ୍ୟୁଜ): ସ୍ତ୍ରୀକୁ ହାଣି ହତ୍ୟା କରିବା ମାମଲାରେ ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି କେନ୍ଦ୍ରାପଡା ଅତିରିକ୍ତ ଦୌରା ଜଜ୍‌ । ୨୦୧୬ ମସିହା ମେ ୧୮ ତାରିଖଦିନ ଘରୋଇ କଳିକୁ ନେଇ ପାଟକୁରା ଥାନା ଅନ୍ତର୍ଗତ ଆନ୍ଧାଲ ଗ୍ରାମର ପ୍ରଦିପ ମଲିକ ତାର ସ୍ତ୍ରୀ ମାନସୀ ମଲିକ୍‌ କୁ ହତ୍ୟା କରିଥିଲା । ଏହି ମାମଲାରେ ସାକ୍ଷୀ ଓ ପ୍ରମାଣ କୁ ବିଚାର କରି ଆଜି କୋର୍ଟ ଆସାମୀ କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.