ମୁଁ ମୋ ଓଡ଼ିଶା ଲୋକଙ୍କ ପାଇଁ ଗର୍ବିତ, ଲୋକଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସିଛନ୍ତି ଡାକ୍ତର ଓ ନର୍ସ : ମୁଖ୍ୟମନ୍ତ୍ରୀ

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ବଞ୍ଚାଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡାକ୍ତରୀ ନିଯୁକ୍ତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ । ଟ୍ରେନ ଦୁର୍ଘଟଣା ଦେଶ ଓ ବିଶ୍ୱକୁ ମଧ୍ୟ ଦୋହଲାଇ ଦେଲା । ମୁଁ ମୋ ଓଡ଼ିଶା ଲୋକଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ବଞ୍ଚାଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡାକ୍ତରୀ ନିଯୁକ୍ତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ । ଟ୍ରେନ ଦୁର୍ଘଟଣା ଦେଶ ଓ ବିଶ୍ୱକୁ ମଧ୍ୟ ଦୋହଲାଇ ଦେଲା ।

ମୁଁ ମୋ ଓଡ଼ିଶା ଲୋକଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ୧୨୦୫ ଜଣ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ଦେବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସଙ୍କଟକୁ ଦମ୍ଭର ସହ ମୁକାବିଲା କରିଛି ଓଡ଼ିଶା । ସାହସିକତାର ସହ ଉଦ୍ଧାର କାର୍ଯ୍ୟ କରିଛନ୍ତି ସ୍ଥାନୀୟଲୋକ ।

ଲୋକଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସିଛନ୍ତି ଡାକ୍ତର ଓ ନର୍ସ । ଦୀର୍ଘମିଆଦି ଯୋଜନାରେ ବାତ୍ୟା ମୁକାବିଲା କରିଛୁ । ମଧ୍ୟମ ମିଆଦି ଯୋଜନାରେ କୋଭିଡକୁ ମୁକାବିଲା କରିଛୁ । ଟ୍ରେନ ଦୁର୍ଘଟଣା ଭଳି ଅକସ୍ମାତ ସଂକଟ ସହ ମଧ୍ୟ ଲଢ଼ିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.