ସ୍ୱତନ୍ତ୍ର ରିଲିଫ କମିସନର ଭାବେ ଦାୟିତ୍ୱ ନେଲେ ଆଇଏଏସ ସତ୍ୟବ୍ରତ ସାହୁ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ସତ୍ୟବ୍ରତ ସାହୁ। ମୁଖ୍ୟ ସଚିବ ଭାବେ ପ୍ରଦୀପ ଜେନା ଦାୟିତ୍ୱ ନେବା ପରେ ଏସଆରସି ପଦରେ ସତ୍ୟବ୍ରତ ସାହୁଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

କେନ୍ୟୁଜ୍(ବ୍ୟୁରୋ):  ସ୍ୱତନ୍ତ୍ର ରିଲିଫ କମିସନର ଭାବେ ଦାୟିତ୍ୱ ନେଲେ ସତ୍ୟବ୍ରତ ସାହୁ। ଏହା ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ସତ୍ୟବ୍ରତ ସାହୁ। ମୁଖ୍ୟ ସଚିବ ଭାବେ ପ୍ରଦୀପ ଜେନା ଦାୟିତ୍ୱ ନେବା ପରେ ଏସଆରସି ପଦରେ ସତ୍ୟବ୍ରତ ସାହୁଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.