ମାଛ ଧରାଳିଙ୍କ କବ୍‌ଜାରେ କେନ୍ଦ୍ରାପଡ଼ା ଶଙ୍ଖ ଜୋର, ବେଆଇନ୍ ଭାବେ ଗେଟ୍ ବନ୍ଦ କରି ମାରୁଛନ୍ତି ମାଛ

କେନ୍ଦ୍ରାପଡ଼ା(କେନ୍ଯୁଜ୍) : ମାଛ ପାଇଁ ନଷ୍ଟ ହେଉଛି ଧାନ ଫସଲ । କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବାରଡାଙ୍ଗ ଗାଁର କିଛି ଲୋକ ଜୋରଜବରଦସ୍ତ ଗୋବରୀ ନଦୀ ଶଙ୍ଖ ଜୋର ଗେଟ ଅବରୋଧ କରି ମାଛ ମାରୁଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀଙ୍କ ଶହ ଶହ ହେକ୍ଟର ଚାଷଜମିକୁ ପାଣି ମାଡ଼ୁନି । ଏନେଇ  ବାହାର ଶୋବଳା ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ବି ବାରଡାଙ୍ଗ ଗାଁ ଲୋକେ ଶୁଣୁ ନଥିବା ଅଭିଯୋଗ ହୋଇଛି । ମହାକାଳପଡା ଅତିରିକ୍ତ ତହସିଲଦାର ଏବଂ ଥାନା ଅଧିକାରୀ ଖଙ୍ଖ ଜୋର କଲଭର୍ଟ ପରିଦର୍ଶନ କରି ବେଆଇନ ଭାବେ ମାଛ ଧରୁଥିବା ଲୋକଙ୍କୁ ତାଗିଦ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.