ଏସଟିଏଫ୍‌ କବ୍‌ଜାରେ ବାଘଛାଲ ବେପାରୀ, ଜଣେ ଗିରଫ

ବୌଦ୍ଧ (କେନ୍ଯୁଜ): ଏସଟିଏଫ୍‌ କବ୍‌ଜାରେ ବାଘଛାଲ ବେପାରୀ । ଡିଲ୍‌ ବେଳେ ମାଡି ବସିଲା ଏସଟିଏଫ୍‌ । ବୌଦ୍ଧ ମନମୁଣ୍ଡାରୁ ହର ରଣାକୁ ଗିରଫ କରିଛି ଏସଟିଏଫ୍‌ । ତା ନିକଟରୁ ବାଘ ଛାଲ ସହ ଗୁଳି ଜବତ ହୋଇଛି। ବାଘ ଛାଲର ଫରେନସିକ୍‌ ଯାଞ୍ଚ ପାଇଁ ଡେରାଡୁନ୍‌କୁ ପଠାଯିବ।

ବର୍ଷକ ମଧ୍ୟରେ ୧୫ଟି କଲରାପତରିଆ ବାଘଛାଲ ସହ ୯ଟି ହାତୀଦାନ୍ତ, ୩ଟି ଜୀବନ୍ତ ବଜ୍ରକାପ୍ତା ଜବତ କରିଛି ଏସଟିଏଫ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.