ଏସଟିଏଫ୍‌ କବ୍‌ଜାରେ ବାଘଛାଲ ବେପାରୀ, ଜଣେ ଗିରଫ

ବୌଦ୍ଧ (କେନ୍ଯୁଜ): ଏସଟିଏଫ୍‌ କବ୍‌ଜାରେ ବାଘଛାଲ ବେପାରୀ । ଡିଲ୍‌ ବେଳେ ମାଡି ବସିଲା ଏସଟିଏଫ୍‌ । ବୌଦ୍ଧ ମନମୁଣ୍ଡାରୁ ହର ରଣାକୁ ଗିରଫ କରିଛି ଏସଟିଏଫ୍‌ । ତା ନିକଟରୁ ବାଘ ଛାଲ ସହ ଗୁଳି ଜବତ ହୋଇଛି। ବାଘ ଛାଲର ଫରେନସିକ୍‌ ଯାଞ୍ଚ ପାଇଁ ଡେରାଡୁନ୍‌କୁ ପଠାଯିବ।

ବର୍ଷକ ମଧ୍ୟରେ ୧୫ଟି କଲରାପତରିଆ ବାଘଛାଲ ସହ ୯ଟି ହାତୀଦାନ୍ତ, ୩ଟି ଜୀବନ୍ତ ବଜ୍ରକାପ୍ତା ଜବତ କରିଛି ଏସଟିଏଫ୍‌।

Leave A Reply

Your email address will not be published.