ନୂଆଖାଇ ଠାରୁ କାଳୀପୂଜା ଯାଏ ଜଗି ରଖି ଚଳିବାକୁ ହେବ: ILS ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ନୂଆଖାଇ ଠାରୁ କାଳୀପୂଜା ଯାଏ ଜଗି ରଖି ଚଳିବାକୁ ହେବ । ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢ଼ାଇପାରେ । କେରଳରେ ଓନମ ପର୍ବ ପରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇଥିଲା । ଓଡ଼ିଶାରେ ପରିସ୍ଥିତି ଭଲ ଅଛି ।

ପର୍ବପର୍ବାଣୀର ସତର୍କ ରହିବାକୁ ପଡ଼ିବ । ଭୁବନେଶ୍ୱରରେ ଅଧିକ ଗହଳି ରହୁଥିବାରୁ ପଜିଟିଭ ସାମାନ୍ୟ ଅଧିକ ରହୁଥିବା କହିଛନ୍ତି ILS ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.