ଗାଁ ରାଜନୀତିରେ ମନ୍ତ୍ରୀ ଓ ବିଧାୟକଙ୍କ ପରିବାର, ଦଳୀୟ ଟିକେଟରେ ଲଢ଼ୁଛନ୍ତି ନିର୍ବାଚନ

ମୟୂରଭଞ୍ଜ (କେନ୍ୟୁଜ): ଗାଁ ରାଜନୀତିରେ ମନ୍ତ୍ରୀ ଓ ବିଧାୟକଙ୍କ ପରିବାର । ଦଳୀୟ ଟିକେଟରେ ଲଢ଼ୁଛନ୍ତି ନିର୍ବାଚନ । ମୟୂରଭଞ୍ଜ ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ସମ୍ପର୍କୀୟଙ୍କ ଲଢ଼େଇ ରାଜନୀତି ମାହୋଲକୁ ବେଶ୍‌ ସରଗରମ କରିଛି । ନିଜ ସମ୍ପର୍କୀୟଙ୍କୁ ନିର୍ବାବାଚନୀ ରଣାଙ୍ଗନରେ ଓହ୍ଲାଇ ନିଜ ପ୍ରାର୍ଥୀଙ୍କୁ ଜିତାଇବା ନେଇ ପୁରା ଦମ ଲଗାଇ ଦେଇଛନ୍ତି । ସେପଟେ ନିର୍ବାଚନ ମୈଦାନରେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କ ସାନଭାଇ ରମେଶ ଚନ୍ଦ୍ର ବେହେରା ।

 

 
Leave A Reply

Your email address will not be published.