ଇନ୍‌କମ୍‌ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଧାମରା କରଣପଲ୍ଲୀର ଶୀତଳ ସେଲ୍ସରେ ଆୟକର ଚଢ଼ାଉ

ଭଦ୍ରକ : ଭଦ୍ରକ ଧାମରା କରଣପଲ୍ଲୀରେ ଶୀତଳ ସେଲ୍ସରେ ଆୟକର ଚଢ଼ାଉ । ଇନ୍‌କମ୍‌ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ଚଢ଼ାଉ କରିଛି । ଚଢାଉରେ ସାମିଲ ହୋଇଥିଲେ କଟକର ୩ ଜଣିଆ ଟିମ୍‌ ସହ ୧୫ ଜଣ ଅଫିସର । ଶୀତଳା ସେଲ୍ସ ଏଣ୍ଡ ସପ୍ଲାଏ ରଡ୍‌, ସିମେଣ୍ଟ ଗୋଦାମ, ଗ୍ୟାସ ଡିପୋ, ପେଟ୍ରୋଲ ପମ୍ପ ଆଦି ସ୍ଥାନରେ ଚଢାଉ କରି କାଗଜପତ୍ର ଯାଞ୍ଚ କରିଛି ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.