ଖଣି ମାଲିକ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢଉ

ଖଣି ମାଲିକଙ୍କ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢଉ। ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ଉଚ୍ଚବାଲି ଓ ଯୋଡ଼ା ଖଣି କାର୍ଯ୍ୟାଳୟରେ ଆୟକର ବିଭାଗ ଚଢଉ କରିଛି। ଆୟକର ବିଭାଗର ୭ଜଣିଆ ଟିମ ଇନ୍ଦ୍ରାଣୀଙ୍କ ଯୋଡ଼ାସ୍ଥିତ କାର୍ଯ୍ୟାଳୟରୁ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଯାଞ୍ଚ କରିଛି । ବର୍ତ୍ତମାନ ସୁଦ୍ଧା ଚଢଉ ଜାରି ରହିଥିବା ଜଣାପଡ଼ିଛି । କେତେ ପରିମାଣର ଖଣିଜ ଦ୍ରବ୍ୟ ବିକ୍ରି କରାଯାଇଛି ଓ କେତେ ଟିକସ ଦିଆଯାଇଛି ସେନେଇ ଖୋଳତାଡ଼ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.