ରାଜସ୍ଥାନରୁ ଗିରଫ ହେଲେ ଚିଟଫଣ୍ଡ ସଂସ୍ଥା ଇଣ୍ଟର ଓସନ ବିଦେଶ ଲିମିଟେଡର ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ଗିରଫ ହେଲେ ଚିଟଫଣ୍ଡ ସଂସ୍ଥା ଇଣ୍ଟର ଓସନ ବିଦେଶ ଲିମିଟେଡର ନିର୍ଦ୍ଦେଶକ । ରାଜସ୍ଥାନରୁ ଦିଲ୍ଲୀପ କୁମାର ଜୈନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ।

ଲୋକଙ୍କୁ ଲୋଭନୀୟ ସ୍କିମ ଦେଖାଇ ଦିଲୀପ ୨ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ୨୦୧୦ ରୁ ୧୩ ମଧ୍ୟରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଇଓଡବ୍ଲୁରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.