କିଟରେ ଅନୁଷ୍ଠିତ ହେଲା ‘ଇଣ୍ଟରନ୍ୟାସନାଲ ଷ୍ଟୁଡେଣ୍ଟ ଓରିଏଣ୍ଟେସନ୍‌ ଅନ୍‌ ଫରେନର୍ସ ରେଜିଷ୍ଟ୍ରେସନ ପ୍ରୋସେସ୍‌’ ଶୀର୍ଷକ କର୍ମଶାଳା

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ‘ଇଣ୍ଟରନ୍ୟାସନାଲ ଷ୍ଟୁଡେଣ୍ଟ ଓରିଏଣ୍ଟେସନ୍‌ ଅନ୍‌ ଫରେନର୍ସ ରେଜିଷ୍ଟ୍ରେସନ ପ୍ରୋସେସ୍‌’ ଶୀର୍ଷକ କର୍ମଶାଳା। ଭୁବନେଶ୍ୱର ଜୋନ୍‌ ୬ ଏସିପି ପ୍ରକାଶ ପାଲ୍‌ ଓ ଇନଫୋସିସ୍‌ ଥାନା ଆଇଆଇସି ବିଶ୍ୱରଞ୍ଜନ ମହାନ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ କିଟ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇଛନ୍ତି। କିଟ୍‌ ବିଶ୍ୱବିଦ୍ୟାଳୟ ଓ ଫରେନର୍‌ ରିଜିଓନାଲ ରେଜିଷ୍ଟ୍ରେସନ କାର୍ଯ୍ୟାଳୟର ମିଳିତ ପ୍ରୟାସରେ ଏହି କର୍ମଶାଳା ଆୟୋଜନ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.