ଏମାନଙ୍କୁ ବି ସମାଜରେ ସମ୍ମାନର ସହ ବଞ୍ଚିବାକୁ ଦିଅନ୍ତୁ, କିଟରେ ଅନୁଷ୍ଠିତ ହେଲା ଇଣ୍ଟରନେସନାଲ ଟ୍ରାନ୍ସଜେଣ୍ଡର ଡେ

ସମାଜରେ ସଂଘର୍ଷ କରି ସେମାନେ କିପରି ସଫଳତା ପାଇବା ସହିତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ତାଉପରେ ମତ ରଖିଥିଲେ । ବର୍ତ୍ତମାନ ସମୟରେ କିନ୍ନରମାନଙ୍କୁ ନେଇ ଅଧିକ ସଚେତନତାର ଆବଶ୍ୟକତା ରହିଛି ବୋଲି ସାଧନା ମିଶ୍ର କହିଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): କିଟରେ ଅନୁଷ୍ଠିତ ହୋଇଛି ଇଣ୍ଟରନେସନାଲ ଟ୍ରାନ୍ସଜେଣ୍ଡର ଡେ। କାର୍ଯ୍ୟକ୍ରମରେ ସାଧନା ମିଶ୍ର ଏବଂ ସୋନି ଅତିଥି ଭାବେ ଯୋଗ ଦେଇଥିଲେ । ସମାଜରେ ସଂଘର୍ଷ କରି ସେମାନେ କିପରି ସଫଳତା ପାଇବା ସହିତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ତାଉପରେ ମତ ରଖିଥିଲେ । ବର୍ତ୍ତମାନ ସମୟରେ କିନ୍ନରମାନଙ୍କୁ ନେଇ ଅଧିକ ସଚେତନତାର ଆବଶ୍ୟକତା ରହିଛି ବୋଲି ସାଧନା ମିଶ୍ର କହିଛନ୍ତି । ଏଥିରେ କିଟ୍‌ର ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା ।

Leave A Reply

Your email address will not be published.