କିସ ବିଶ୍ୱବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର: କିସ ବିଶ୍ୱବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କିସ ବିଶ୍ୱ ବିଦ୍ୟାଳୟର କୁଳ ସଚିବ ଡ଼କ୍ଟର ପ୍ରଶାନ୍ତ କୁମାର ରାଉତରାୟ, କନସେପ୍ଟ କନଭେନର ଡ଼କ୍ଟର ମଳୟ କୁମାର ଭୋଇ,ମେଦିନପୁର ବିଶ୍ୱବିଦ୍ୟାଳୟ ଫିଲୋସିପ ବିଭାଗ ପ୍ରଫେସର, ପ୍ରଫେସର ତପନ କୁମାର ଦେ, ଅନ ଲାଇନରେ ଯୋଗ ଦେଇଥିଲେ । ତିରୁପତି ଭେଙ୍କେରଶ୍ୱର ବିଶ୍ୱବିଦ୍ୟାଳୟ ଫିଲୋସଫି ବିଭାଗ ପ୍ରେଫେସର, ପ୍ରଫେସର ବି.ସମ୍ବଶିଭା ପ୍ରସାଦ, କିସ ବିଶ୍ୱବିଦ୍ୟାଳୟ ଭୀମ ଭୋଇ ରିସର୍ଚ୍ଚ ଚେୟାର ପ୍ରଫେସର ଏଚ.ସି ସାହୁ, କିସ ବିଶ୍ୱବିଦ୍ୟାଳୟ ପ୍ରଫେସର ଏ.ସି ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ yoga philosophy and practice ଉପରେ ବକ୍ତୃତା ଦିଆଯାଇଥିଲା ।