ପ୍ରେମ କରିବା ପଡିଲା ମହଙ୍ଗା: ବିବାହିତ ମହିଳାଙ୍କୁ ଚୋରା ପ୍ରେମ କରି ଛେଚା ଖାଇଲେ ଯୁବକ

ଟାଙ୍ଗି (କେନ୍ୟୁଜ): ପ୍ରେମ କରିବା ପଡିଲା ମହଙ୍ଗା । ବିବାହିତା ମହିଳାଙ୍କୁ ପ୍ରେମ କରି ମାଡ ଖାଇଲେ ଯୁବକ । ବାଣପୁର ଥାନା ମୋରାମୋରି ପଞ୍ଚାୟତ ଝୋଲା ସାହିର ଘଟଣା । ସଂଘବଦ୍ଧ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୩ ଗୁରୁତର । ସମସ୍ତଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

୩ ଗୁରୁତର ହେଲେ ବାଣପୁର ଥାନା ମୋରାମୋରି ପଞ୍ଚାୟତ ଝୋଲା ସାହିର ରଞ୍ଜିତ୍‌ ମହାପାତ୍ର, ମାଆ ମେଘି ମହାପାତ୍ର ଓ ବାପା ହର ମୋହନ ମହାପାତ୍ର । ଖବର ପାଇ ନାଚୁଣୀ ଫାଣ୍ଡି ପୋଲିସ୍‌ ଘଟଣସ୍ଥଳରେ ପହଞ୍ଚି ଆକ୍ରମମଣକାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.