ହୋମ୍‌ କ୍ୱାରେଣ୍ଟାଇନରେ ଜଗତଗୁରୁୁ ଶଙ୍କରାଚାର୍ଯ୍ୟ, କରୋନା ଭାଇରସ୍‌କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପକୁ କଲେ ପ୍ରଶଂସା

ପୁରୀ: ହୋମ୍‌ କ୍ୱାରେଣ୍ଟାଇନରେ ଜଗତଗୁରୁୁ ଶଙ୍କରାଚାର୍ଯ୍ୟ । କରୋନା ଭାଇରସ୍‌କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ପ୍ରଶଂସା କରିଛନ୍ତି ଶଙ୍କରାଚାର୍ଯ୍ୟ । କେବଳ ମଣିଷ ନୁହଁନ୍ତି ପଶୁପକ୍ଷୀ ମଧ୍ୟ ସଙ୍କଟରେ ରହିଥିବା କହିଛନ୍ତି । ଏଭଳି ସ୍ଥିତିରେ ବିଭୀଷିକା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯେଭଳି କେହି ଭୋକରେ ନମରିବେ, ଦେବସ୍ଥଳୀର ସୁରକ୍ଷା ଓ ଶ୍ରମିକ ମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ପାଇଁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.