ଚକ୍‌ମା ଦେଇ ବାରମ୍ବାର ଖସି ପଳାଉଥିଲା, ଶେଷରେ ଚୋରକୁ ଧରିଲା ଜୟପୁର ପୋଲିସ୍

ଜୟପୁର(କେନ୍ଯୁଜ୍): ପୋଲିସକୁ ଚକ୍‌ମା ଦେଇ ବାରମ୍ବାର ଖସି ପଳାଉଥିବା ଚୋରକୁ ଧରିଛି ଜୟପୁର ପୋଲିସ । ୨୦ରୁ ଅଧିକ ଚୋରି ମାମଲାରେ ସମ୍ପୃକ୍ତ ସହ ପୋଲିସକୁ ଆକ୍ରମଣ ମଧ୍ୟ କରିଥିବା ଅଭିଯୋଗ ରହିଛି ।

ଜଣେ ମହିଳାଙ୍କ ବେକରୁ ସୁନା ଚୋରି ଘଟଣାର ତଦନ୍ତ କରୁଥିବା ବେଳେ ଗୋପବନ୍ଧୁ ନଗର ଅଞ୍ଚଳର ଏହି ଯୁବକଙ୍କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ନିକଟରୁ ସୁନା ସହ ମାରଣାସ୍ତ୍ର ଏବଂ ବାଇକ ଜବତ ହୋଇଥିବା ଜୟପୁର ଏସଡଡିପିଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.