ନୂଆପଡ଼ା ବରକୋଟ CRPF କ୍ୟାମ୍ପରେ ଅଘଟଣ: ବନ୍ଧୁକରୁ ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା

ନୂଆପଡ଼ା (କେନ୍ଯୁଜ୍): ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା। ନୂଆପଡ଼ା କୋମନା ଥାନା ବରକୋଟ CRPF କ୍ୟାମ୍ପରେ ଅଘଟଣ। ଏକେ 47 ବନ୍ଧୁକରେ ଯବାନଙ୍କ ଆତ୍ମହତ୍ୟା। CRPF 216 ବାଟାଲିୟନର ହାବିଲଦାର ରାମ ପ୍ରତାପଙ୍କ ଆତ୍ମହତ୍ୟା। ତାଙ୍କ ଘର ହରିୟାଣାରେ ।

ଆଜି ସକାଳ ୭ଟାରେ ନିଜ ବେକରେ ବନ୍ଧୁକ ରଖି ସେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ଘଟଣା ସ୍ଥଳରେ କୋମନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.