ରାଜ୍ୟ

କଟକ ଷ୍ଟେସନ୍‌ରୁ ଯବାନ ନିଖୋଜ, ଏଆର୍‌ସି ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସିଥିଲେ ଚୌଦ୍ୱାର

କଟକ(କେନ୍ଯୁଜ୍):କଟକ ଷ୍ଟେସନ୍‌ରୁ ଯବାନ ନିଖୋଜ। ରେଳବାଇ ପୋଲିସ ଷ୍ଟେସନରେ ଏତଲା ଦେଲେ ଆର୍ମି କର୍ତ୍ତୁପକ୍ଷ। ନିଖୋଜ ଯବାନ ଜଣକ କର୍ଣ୍ଣାଟକର ଯବାନ ଟେନଜିନ୍‌ ଗୱା। ଏଆର୍‌ସି ଟ୍ରେନିଂ ପାଇଁ ଦିଲ୍ଲୀରୁ ଚୌଦ୍ୱାର ଆସିଥିଲେ ୧୫୦ଜଣ ଯବାନ। ହେଲେ ଗଣନା ବେଳକୁ ଜଣେ ଯବାନ କମ ବାହାରିଥିଲେ।

ଘଟଣାର ତଦନ୍ତ ଜାରି ରହିଛି। ଯବାନଙ୍କ ମୋବାଇଲ ସୁଚ୍‌ ଅଫ୍‌ ରହିଛି। ଷ୍ଟେସନ ଓ ଆଖପାଖ ଅ଼ଞ୍ଚଳରେ CCTV ଯାଞ୍ଚ କରାଯାଉଛି।

Sonalisa

Recent Posts

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦିନ ମଜୁରିଆଙ୍କ ଜୀବନ, ଗାଁ ଲୋକଙ୍କ କ୍ଷତି ପୂରଣ ଦାବି

ଆଳି(କେନ୍ୟୁଜ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତି ପୂରଣ ଦାବିରେ କଟକ-ଚାନ୍ଦବାଲି…

15 mins ago

ବିପଦରେ ଗଜରାଜ, ପାଣି ପିଇବାକୁ ଆସି ନାଳରେ ଫସିଗଲେ ୩ ହାତୀ

ନରସିଂହପୁର : କଟକ ଜିଲ୍ଲା ବଡ଼ମ୍ବା ,ନରସିଂହପୁରରେ ବିଭିନ୍ନ ସମୟ ରେ ବିପଦରେ ଗଜରାଜ ଦେଖିବାକୁ ମିଳିଛି । କେତେବେଳେ…

17 mins ago

ଜମ୍ମୁ ଅଞ୍ଚଳରୁ ଆତଙ୍କବାଦ ମୂଳପୋଛ ନେଇ ବିଗ୍‌ ପ୍ଲାନ…ଆଜି ଅମିତ୍‌ ଶାହ କରୁଛନ୍ତି ଉଚ୍ଚ ସ୍ତରୀୟ ବୈଠକ

ଜମ୍ମୁ ଅଞ୍ଚଳରେ ନିକଟରେ ହୋଇଥିବା ଆତଙ୍କବାଦ ଘଟଣା ଏବଂ ଅମରନାଥ ଯାତ୍ରାର ସୁରକ୍ଷାକୁ ନେଇ ଆଜି ଗୃହ ମନ୍ତ୍ରଣାଳୟରେ ବସୁଛି…

38 mins ago

ଆଜି ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷ, କପି ରୋକିବା ପାଇଁ କଡ଼ାକଡ଼ି ଯାଞ୍ଚ ବ୍ୟବସ୍ଥା

ଆଜି ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା । ଦୁଇଟି ସିଟଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ…

38 mins ago

ଶ୍ରୀମନ୍ଦିରରେ ଅଣନିଶ୍ୱାସୀ, ଅସମ୍ଭାଳ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ ଭର୍ତ୍ତି

ପୁରୀ(କେନ୍ୟୁଜ): ଶ୍ରୀମନ୍ଦିରରେ ଅଣନିଶ୍ୱାସୀ । ପାଟଅଗଣାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ । ତେବେ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ…

48 mins ago

ସମ୍ପର୍କୀୟ ଶଳାର ଜୀବନ ନେଲା ଭିଣୋଇ

ମୋହନା(କେନ୍ୟୁଜ): ସମ୍ପର୍କୀୟ ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା…

1 hour ago