ରାଜ୍ୟ

ମହିଳା ଥାନା ଅଧିକାରୀଙ୍କୁ ଧକ୍କା ଦେଲେ ଜୟ ନାରାୟଣ

ସମ୍ବଲପୁର(କେନ୍ୟୁଜ୍): ଜଣେ ମହିଳା ଥାନା ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କୁ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିଥିବା ଅଭିଯୋଗ ଆଣିଛନ୍ତି ଥାନା ଅଧିକାରୀ। ସେପଟେ ଥାନା ଅଧିକରୀଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ ଆଣିଛନ୍ତି ଜୟନାରାୟଣ ମିଶ୍ର। ସୂଚନା ଅନୁସାର ଆଜି ଜିଲ୍ଲାପାଳ ଅଫିସ ଘେରାଉ କରିଥିଲା ବିଜେପି। ରାଜ୍ୟରେ ଆଇନଶୃଙ୍ଖଳା ଭୁଷୁଡି ପଡିଥିବା ଅଭିଯୋଗ ଆଣି ବିଜେପି ଆଜି ସାରା ରାଜ୍ୟରେ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲା ।  ଏହି ଅବସରରେ ଆଜି ସମ୍ବଲପୁରରେ ମଧ୍ୟ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲା ଜିଲ୍ଲା ବିଜେପି ।

ତେବେ ଜିଲ୍ଲାପାଳ ଅଫିସକୁ ଧସେଇ ପଶିବାକୁ ବିଜେପି ଚେଷ୍ଟା କରୁଥିବାବେଳେ ପୋଲିସ ଅଟକାଇଥିଲା। ତେବେ ଠେଲାପେଲା ଓ ଧସ୍ତାଧସ୍ତି ପରିସ୍ଥିତି ଆରମ୍ଭ ହୋଇଥିଲା।  ଏହି ସମୟରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନ ମୁହଁକୁ ଧକ୍କା ମାରିଥିବା ଅଭିଯୋଗ ହୋଇଥିଲା। ତେବେ ଜୟନାରାୟଣଙ୍କୁ ଅନିତା ପ୍ରଧାନ ଧକ୍କା ମାରିଥିବା ଜୟ ନାରାୟଣ ଅଭିଯୋଗ କରିଛନ୍ତି।

KNews Bureau

Recent Posts

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦିନ ମଜୁରିଆଙ୍କ ଜୀବନ, ଗାଁ ଲୋକଙ୍କ କ୍ଷତି ପୂରଣ ଦାବି

ଆଳି(କେନ୍ୟୁଜ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତି ପୂରଣ ଦାବିରେ କଟକ-ଚାନ୍ଦବାଲି…

7 mins ago

ବିପଦରେ ଗଜରାଜ, ପାଣି ପିଇବାକୁ ଆସି ନାଳରେ ଫସିଗଲେ ୩ ହାତୀ

ନରସିଂହପୁର : କଟକ ଜିଲ୍ଲା ବଡ଼ମ୍ବା ,ନରସିଂହପୁରରେ ବିଭିନ୍ନ ସମୟ ରେ ବିପଦରେ ଗଜରାଜ ଦେଖିବାକୁ ମିଳିଛି । କେତେବେଳେ…

9 mins ago

ଜମ୍ମୁ ଅଞ୍ଚଳରୁ ଆତଙ୍କବାଦ ମୂଳପୋଛ ନେଇ ବିଗ୍‌ ପ୍ଲାନ…ଆଜି ଅମିତ୍‌ ଶାହ କରୁଛନ୍ତି ଉଚ୍ଚ ସ୍ତରୀୟ ବୈଠକ

ଜମ୍ମୁ ଅଞ୍ଚଳରେ ନିକଟରେ ହୋଇଥିବା ଆତଙ୍କବାଦ ଘଟଣା ଏବଂ ଅମରନାଥ ଯାତ୍ରାର ସୁରକ୍ଷାକୁ ନେଇ ଆଜି ଗୃହ ମନ୍ତ୍ରଣାଳୟରେ ବସୁଛି…

30 mins ago

ଆଜି ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷ, କପି ରୋକିବା ପାଇଁ କଡ଼ାକଡ଼ି ଯାଞ୍ଚ ବ୍ୟବସ୍ଥା

ଆଜି ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା । ଦୁଇଟି ସିଟଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ…

30 mins ago

ଶ୍ରୀମନ୍ଦିରରେ ଅଣନିଶ୍ୱାସୀ, ଅସମ୍ଭାଳ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ ଭର୍ତ୍ତି

ପୁରୀ(କେନ୍ୟୁଜ): ଶ୍ରୀମନ୍ଦିରରେ ଅଣନିଶ୍ୱାସୀ । ପାଟଅଗଣାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ । ତେବେ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ…

40 mins ago

ସମ୍ପର୍କୀୟ ଶଳାର ଜୀବନ ନେଲା ଭିଣୋଇ

ମୋହନା(କେନ୍ୟୁଜ): ସମ୍ପର୍କୀୟ ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା…

1 hour ago