ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଜେସିବି

ବାଲିଗୁଡା(କେନ୍ୟୁଜ୍‌): ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଜେସିବି। କ. ନୂଆଗାଁ ଥାନା କଂଜାମେଣ୍ଡି ଛକ ନିକଟରେ ଚଳନ୍ତା ଗାଡିଟି ଜଳିଯାଇଛି। ବାଲିଗୁଡ଼ାରୁ କ.ନୂଆଗାଁ ରାସ୍ତା କାର୍ଯ୍ୟ ପାଇଁ ଯାଉଥିବା ସମୟରେ ହତାଠ୍‌ ଜଳିବାକୁ ଲାଗିଥିଲା।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆୟତ କରିଥିଲା। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.