ଝାରସୁଗୁଡ଼ା, ବାତିଲ୍ ହେବ ଏୟାର ଓଡ଼ିଶା ଲାଇସେନ୍ସ

ଝାରସୁଗୁଡ଼ା (କେନ୍ୟୁଜ୍) : ବାତିଲ୍ ହେବ ଏୟାର ଓଡ଼ିଶା ଲାଇସେନ୍ସ । ଝାରସୁଗୁଡ଼ା ବିମାନବନ୍ଦର ପାଇଁ ଆଉ ଥରେ ଟେଣ୍ଡର ହେବ । ଏ ନେଇ ସ୍ପାଇସଜେଟ୍ ବିମାନ କର୍ତ୍ତୃପକ୍ଷଙ୍କ ସମେତ ବିଭିନ୍ନ କମ୍ପାନୀ ସହ ଆଲୋଚନା ଚାଲିଛି । ଝାରସୁଗୁଡ଼ାରୁ ଅନ୍ୟ ରାଜ୍ୟକୁ ଉଡ଼ାଣ ନେଇ କଥାବାର୍ତ୍ତା ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୁଚନା ଦେଇଛନ୍ତି ।