ବଦଳିଲେ ଝାରସୁଗୁଡ଼ା ଏସ୍ପି ଓ ବ୍ରଜରାଜନଗର ଏସଡିପିଓ
ଝାରସୁଗୁଡା(କେନ୍ୟୁଜ୍) : ବଦଳିଲେ ଝାରସୁଗୁଡ଼ା ଏସ୍ପି ରାହୁଲ ଜୈନ୍୍ । ତାଙ୍କ ସ୍ଥାନରେ ପରମାର୍ ସ୍ମିତ୍ ହେଲେ ଝାରସୁଗୁଡ଼ା ଏସ୍ପି। ବରଗଡ଼ ଏସ୍ପି ଥିଲେ ପରମାର ସ୍ମିତ୍ । ରାହୁଲ ଜୈନଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।
ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ମଧ୍ୟ ବଦଳି କରାଯାଇଛି। ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଗୁପ୍ତେଶ୍ୱରଙ୍କ ସ୍ଥାନରେ ଆଠମଲ୍ଲିକ ଏସ୍ଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।