କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ମାମଲା, ୭ ଦିନ ପାଇଁ ଘୁଞ୍ଚିଲା ଶୁଣାଣି

କେନ୍ୟୁଜ୍ : ପୁଣି ଘୁଞ୍ଚିଲା ବିଧାୟକ ଯୋଗେଶ ସିଂଙ୍କ ମାମଲାର ଶୁଣାଣି । ସୁପ୍ରିମକୋର୍ଟରେ କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ମାମଲାର ଶୁଣାଣି ୭ ଦିନ ପାଇଁ ଘୁଞ୍ଚିଛି । ଯୋଗେଶଙ୍କ ସଭ୍ୟପଦକୁ ଅଯୋଗ୍ୟ ଘୋଷଣା ପାଇଁ କୁସୁମ ପାଟେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ । ଆଜି ଏହି ମାମଲାର ଶୁଣାଣି ହୋଇଥିଲା ।