ଭିଜିଲାନ୍ସ ଜାଲରେ ଜିଆରଏସ , ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ମୟୂରଭଞ୍ଜ (କେନ୍ୟୁଜ): ଜବ କାର୍ଡ କରାଇ ଦେବା ପାଇଁ ଲାଞ୍ଚ। ୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଜିଆରଏସ। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଲାବଣ୍ୟଦେଇପୁର ପଞ୍ଚାୟତ ଜିଆରଏସ ନିକୁଞ୍ଜ ବିଶ୍ୱାଳ।ଲାଞ୍ଚ ଟଙ୍କା ଭିଜିଲାନ୍ସ ଟିମ ଦ୍ୱାରା ଜବତ। ମୟୁରଭଞ୍ଜ ଜିଲ୍ଲାର ଦୁଇଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ। ନିକୁଞ୍ଜ ବିଶ୍ୱାଳଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.