ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆର ଆଣ୍ଡ ବି ଡିଭିଜନର ଜେଇ, ୩ଟି ସ୍ଥାନରେ ଚାଲିଛି ଚଢାଉ

ବ୍ରହ୍ମପୁର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଆର ଆଣ୍ଡ ବି ଡିଭିଜନର ଜେଇ ଏଲ୍‌. କାମାରାଜୁ ଦାସଙ୍କ ଘରେ ରେଡ୍‌। ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢାଉ।

ଆଙ୍କୁଲିରେ ଥିବା ଦୁଇ ମହଲା ଘର, ଅନ୍ୟ ୩ଟି ସ୍ଥାନ ଓ ଆର ଆଣ୍ଡ ବି ଡିଭିଜନ ୧ର ସରକାରୀ କାର୍ଯ୍ୟାଳୟରେ ରେଡ୍‌ ଚାଲିଛି। ଚଡାଉରେ ସାମିଲ ଅଛନ୍ତି ୨ଜଣ DSP, ୫ଜଣ ଇନିସପେକ୍ଟର ଓ ଅନ୍ୟ ଭିଜିଲାନ୍‌ସ କର୍ମଚାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.