କଳିଙ୍ଗ ପ୍ରତିଭା ସମ୍ମାନ ୨୦୨୦, ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କୁ କରାଗଲା ପୁରସ୍କୃତ

କେନ୍ୟୁଜ୍(ବ୍ୟୁରୋ): ଓଡିଶା ସିନେକ୍ରିଟିକ ଆସୋସିଏସନ ସଂସ୍କୃତି ଓ ସଂସ୍କୃତି ଶିକ୍ଷାବିତ ହାଡ଼ିବନ୍ଧୁ ହାଲି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହେଲା କଳିଙ୍ଗ ପ୍ରତିଭା ସମ୍ମାନ ୨୦୨୦। ଭୁବନେଶ୍ୱର ଜୟଦେବ ଭାବନରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ସଫଳତା ପାଇଥିବା ବ୍ୟକ୍ତିତ୍ୱ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଭାଓଲିନ୍‌ ବାଦକ ରାକେଶ ବିଶ୍ବାଳଙ୍କ ଜନ୍ମ ଦିନ ମଧ୍ୟ ପାଳନ କରାଯାଇଥିଲା ଓ  ରାକେଶଙ୍କ ଦ୍ବାରା ଭାଓଲିନ୍‌ ମଧ୍ୟ ପରିବେଷଣ କରିଥିଲେ । ସାହିତ୍ୟିକ ଭାଗିରଥି ମହାସୁଆର , ଉଦ୍ୟୋଗୀ ସଞ୍ଜୟ ଲାଠ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ,ପ୍ରଶାସିକା ମନସ୍ୱନୀ ସାହୁ , ଅଭିନେତା ପ୍ରେମଞ୍ଜନ ପରିଡା , ଚଳଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ ,ସମାଜସେବୀ ପ୍ରତିଭା ରାଣୀ ମହାନ୍ତି ,ଶିକ୍ଷାବିତ ସେହ୍ନ ମିଶ୍ର ,ଆଠ ଜଣ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.