କଳିଙ୍ଗ ଟିଭିର କନକ୍ଳେଭ ‘ପ୍ରଗତି ପଥେ ଓଡ଼ିଶା’, ଶିଳ୍ପ ବିପ୍ଳବ ଏବଂ ଓଡ଼ିଶା ମାଟିର ବ୍ରାଣ୍ଡ ଦୁଇଟି ପ୍ରସଙ୍ଗ ଉପରେ ଆଲୋଚନା ହେବ
ମେଫେୟାର କନଭେନସନ ହଲରେ ଚାଲିଛି କଳିଙ୍ଗ ଟିଭିର କନକ୍ଲେଭ ‘ପ୍ରଗତି ପଥେ ଓଡ଼ିଶା’ । କାର୍ଯ୍ୟକ୍ରମ ଉଦଘାଟନୀ ଉତ୍ସବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, କଟକ ମେୟର ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁବାସ ସିଂ ପ୍ରମୁଖ ଯୋଗ ଦେଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ମେଫେୟାର କନଭେନସନ ହଲରେ ଚାଲିଛି କଳିଙ୍ଗ ଟିଭିର କନକ୍ଲେଭ ‘ପ୍ରଗତି ପଥେ ଓଡ଼ିଶା’ । କାର୍ଯ୍ୟକ୍ରମ ଉଦଘାଟନୀ ଉତ୍ସବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, କଟକ ମେୟର ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁବାସ ସିଂ ପ୍ରମୁଖ ଯୋଗ ଦେଇଛନ୍ତି । ଶିଳ୍ପ ବିପ୍ଳବ ଏବଂ ଓଡ଼ିଶା ମାଟିର ବ୍ରାଣ୍ଡ ଦୁଇଟି ପ୍ରସଙ୍ଗ ଉପରେ ଆଲୋଚନା ହେବ ।