କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳର ଯୋଡା ମୁଣ୍ଡ ଶିଶୁ କାଳିଆର ଅବସ୍ଥା ସଂକଟାପନ୍ନ। କଟକ ଏସସିବିରେ ଚାଲିଛି ଚିକିତ୍ସା। ତା ଅବସ୍ଥା ଗୁରୁତର ଥିବାର ସୂଚନା ଦେଇଛନ୍ତି ଏସିବି ଅଧିକ୍ଷକ ଡ.ଲୁସି ଦାସ । ଏମ୍ସରୁ ଯୋଡା ମୁଣ୍ଡ ଅଲଗା ହେବା ପରେ କଟକ ଏସବିରେ ଚିକିତ୍ସାଧୀନ ଥିଲା କାଳିଆ। ବଳିଆ ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ କାଳିଆ ବେଡରୁ ଉଠି ପାରୁନଥିଲା ।
ଡାକ୍ତର କହିଥିଲେ ସ୍ନାୟୁ ଅସୁବିଧା ପାଇଁ କାଳିଆକୁ ସୁସ୍ଥ ହେବା ପାଇଁ କିଛି ଦିନ ସମୟ ଲାଗିବ। କିନ୍ତୁ ତାର ଆଜି ପର୍ଯ୍ୟନ୍ତ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଉନଥିଲା। ତାର ଦେଖା ରଖା କରିବା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଦଳ ଥିଲେ। ଏବେ ତାର ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଅଛି। ସେଥିପାଇଁ ତାକୁ ଭେଣ୍ଟିଲେଟରରେ ରଖା ଯାଇ ଚିକିତ୍ସା ଚାଲିଛି ।
କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…
ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…
କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…
ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ । ଭୁବନେଶ୍ବର ତମାଣ୍ଡୋରେ…
ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…