ବ୍ରହ୍ମପୁର : ଘରକୁ ଫେରିଲା ଲୋମଶ ଶିଶୁ କାହ୍ନା, ପ୍ରଥମ ପର୍ଯ୍ଯାୟ ଅସ୍ତ୍ରୋପଚାର ସଫଳ ପରେ କାହ୍ନା ସୁସ୍ଥ

ବ୍ରହ୍ମପୁର (କେନ୍ଯୁଜ୍) : ଘରକୁ ଫେରିଲା ଲୋମଶ ଶିଶୁ କାହ୍ନା । ପ୍ରଥମ ପର୍ଯ୍ଯାୟ ଅସ୍ତ୍ରୋପଚାର ସଫଳ ପରେ କାହ୍ନା ସୁସ୍ଥ ହୋଇଛି । ଗତ ଜୁଲାଇ ମାସ ୧୮ ତାରିଖରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ତାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଦୀର୍ଘ ଦେଢ ମାସ ଧରି ଚିକିତ୍ସା ପରେ ନିଜ ଗାଁ ଜଗନ୍ନାଥ ପ୍ରସାଦ ବ୍ଳକର ବାଘୁଆକୁ ଫେରିଛି କାହ୍ନା । ସେ ଏବେ ପ୍ରଥମ ଶ୍ରେଣୀରେ ପାଠ ପଢିବ । ୩ ମାସ ପରେ ତା’ର ଦ୍ୱିତୀୟ ପର୍ଯ୍ଯାୟ ଅସ୍ତ୍ରୋପଚାର ହେବ ବୋଲି ଡାକ୍ତର କହିଛନ୍ତି । ୬ ବର୍ଷର ଶିଶୁ କାହ୍ନାର ଜନ୍ମ ପରେ ଦେହ ସାରା ଲୋମ ଭର୍ତ୍ତି ସହ କଳାଯାଇ ହୋଇ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.