ସମ୍ପତ୍ତି ପାଇଁ ଦାଦାକୁ କୂଅକୁ ଠେଲି ଦେଇଥିଲା ପୁତୁରା, ଏବେ ମିଳିଲା ଆଜୀବନ କାରାଦଣ୍ଡାଦେଶ

କଣ୍ଟାବାଞ୍ଜି (କେନ୍ୟୁଜ): ଦାଦା ହତ୍ୟାକାରୀ ପୁତୁରାକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତ କଣ୍ଟାବାଞ୍ଜି ଏଡିଜେ।

ସୂଚନା ମୁତାବକ ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁ ରେ ୨୦୨୦ ମସିହା ଜାନୁଆରୀ ୨୧ ତାରିଖ ରେ ଘଟିଥିଲା ହତ୍ୟାକାଣ୍ଡ । ସମ୍ପତ୍ତି ଜମିବାଡ଼ି ବିବାଦକୁ ନେଇ ଦାଦା ଜଗଦାନନ୍ଦ ବେହେରାଙ୍କୁ କୂଅରେ ଠେଲି ତାଙ୍କ ପୁତୁରା ବାଙ୍କନିଧି ବେହେରା ହତ୍ୟା କରିଥିଲା। ଏହି ମାମଲାରେ ଆଜି କୋର୍ଟ ହତ୍ୟାକାରୀକୁ ଦଣ୍ଡାଦେଶ କରିଛନ୍ତି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.