ହିନସ୍ତା ଭୋଗୁଛନ୍ତି କର କ୍ଲିନିକରେ ଚିକିତ୍ସା ହୋଇଥିବା ରୋଗୀ, ୪୦ ଜଣ ଡାୟାଲିସିସ୍‌ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାରେ ମିଳୁନି ଚିକିତ୍ସା

କେନ୍ୟୁଜ୍(ବ୍ୟୁରୋ):  କର କ୍ଲିନକ ସିଲ୍‌ ହେବା ପରେ ଡାୟାଲିସିସ୍‌ ରୋଗୀଙ୍କ ପାଇଁ ଉପୁଜିଛି ନୂଆ ସମସ୍ୟା । ସେଠାରେ ଚିକିତ୍ସିତ ହେଉଥିବା ୪୦ ଜଣ ଡାୟାଲିସିସ୍‌ ରୋଗୀଙ୍କର ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି । କରୋନା ଟେଷ୍ଟ ନହେବା ପର୍ଯ୍ୟନ୍ତ ସେମାନଙ୍କର ଚିକିତ୍ସା ସମ୍ଭବ ନୁହେଁ ବୋଲି ବିଭିନ୍ନ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ପ୍ରତିଦିନ କେବଳ ୧୦ଟି ନମୁନା ପଠାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଥିବା ବେଳେ ଗୁରୁତର ଥିବା ଅନ୍ୟ ଡାଏଲେସିସ୍‌ ରୋଗୀଙ୍କର ଚିକିତ୍ସା କିଭଳି ହେବବୋଲି ପ୍ରଶ୍ନ କରିଛନ୍ତି ରୋଗୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.