କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଯୁବ ପୁରସ୍କାର-୨୦୨୪, ୨୪ଜଣ ଯୁବକଙ୍କୁ ପୁରସ୍କାର

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଯୁବ ପୁରସ୍କାର-୨୦୨୪ ପ୍ରଦାନ । ୨୪ଜଣ ଯୁବକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ହୁ ବାଇଆ ପୁସ୍ତକ ପାଇଁ ଓଡ଼ିଶାର ସଞ୍ଜୟ ପଣ୍ଡା ପୁରସ୍କୃତ ହୋଇଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପ୍ରସିଦ୍ଧ ଇଂରାଜୀ କବି ଜେରୀ ପିନଟୋ। ନିଜ ଭାଷାର ପୁସ୍ତକକୁ ଅନ୍ୟ ଭାଷାରେ ଅନୁବାଦ କରି ପାଠକଙ୍କ ପାଖରେ ପହଂଚାଇବା ଦରକାର ବୋଲି କହିଥିଲେ ଜେରୀ । ଦେଶ ଗଢ଼ିବାରେ ଯୁବ ଲେଖକଙ୍କ ଜରୁରୀ ବୋଲି କହିଥିଲେ ସାହିତ୍ୟ ଏକାଡେମୀ ସଭାପତି ମାଧବ କୌସିକ।