ଦୁର୍ଘଟଣାରେ ଖୋର୍ଦ୍ଧା ଜିଲ୍ଲାର ସହକାରୀ ଜିଲ୍ଲାପାଳ ଗୁରୁତର ଆହତ, ମେଡିକାଲରେ ଭର୍ତ୍ତି

ଯାଜପୁର : ଦୁର୍ଘଟଣାରେ ଖୋର୍ଦ୍ଧା ଜିଲ୍ଲାର ସହକାରୀ ଜିଲ୍ଲାପାଳ ଅଶ୍ୱିନୀ କୁମାର ନାୟକ ଗୁରୁତର ଆହତ। ୧୬ନଂ ଜାତୀୟ ରାଜପଥ ମୂଳାପାଳ ଛକ ନିକଟରେ ଘଟିଛି ଦୁର୍ଘଟଣା । ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ତାଙ୍କ ଇନୋଭା କାରକୁ ଧକ୍କା ଦେଇଥିଲା ଏକ ଟ୍ରକ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଆହୁରି ପଢ଼ନ୍ତୁ : ଗୋଚର ଜମିରେ ଘର କରିବା ନେଇ ୨ ଗୋଷ୍ଠି ମୁଁହାମୁଁହି, ୧୫ ଆହତ