କଣାସ ସରକାରୀ ହାଇସ୍କୁଲର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଲେ କିଟ କିସର ପ୍ରତିଷ୍ଠାତା ଡ଼ଃ ଅଚ୍ଯୁତ ସାମନ୍ତ

ପୁରୀ ଜିଲ୍ଲା କଣାସ ସରକାରୀ ହାଇସ୍କୁଲର ୭୫ ତମ ବର୍ଷ ପୂର୍ତ୍ତି ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଉଦଯାପନୀ ଦିବସରେ ମୂଖ୍ଯ ଅତିଥି ଭାବରେ କିଟ କିସ ର ପ୍ରତିଷ୍ଠାତା ପ୍ରଫେସର ଡ଼ଃ ଅଚ୍ଯୁତ ସାମନ୍ତ ଯୋଗ ଦେଇଥିବାବେଳେ ଅନ୍ଯତମ ଅତିଥି ଭାବରେ ବିଶ୍‌ମୁକ୍ତିର ସମ୍ପାଦକ ଶଶାଙ୍କ ଚୂଡ଼ାମଣି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରେଖା ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ କିଭଳି ଭାବରେ ଅନେକ ବ୍ଯକ୍ତି ବିଶେଷଙ୍କୁ ସମାଜରେ ପରିଚୟ ଦେଇପାରିଛି ସେ ସମ୍ପର୍କରେ ମତଦେଇଥିଲେ ।

 ପିପିଲି(କେନ୍ୟୁଜ):  ପୁରୀ ଜିଲ୍ଲା କଣାସ ସରକାରୀ ହାଇସ୍କୁଲର ୭୫ ତମ ବର୍ଷ ପୂର୍ତ୍ତି ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଉଦଯାପନୀ ଦିବସରେ ମୂଖ୍ଯ ଅତିଥି ଭାବରେ କିଟ କିସ ର ପ୍ରତିଷ୍ଠାତା ପ୍ରଫେସର ଡ଼ଃ ଅଚ୍ଯୁତ ସାମନ୍ତ ଯୋଗ ଦେଇଥିବାବେଳେ ଅନ୍ଯତମ ଅତିଥି ଭାବରେ ବିଶ୍‌ମୁକ୍ତିର ସମ୍ପାଦକ ଶଶାଙ୍କ ଚୂଡ଼ାମଣି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରେଖା ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ କିଭଳି ଭାବରେ ଅନେକ ବ୍ଯକ୍ତି ବିଶେଷଙ୍କୁ ସମାଜରେ ପରିଚୟ ଦେଇପାରିଛି ସେ ସମ୍ପର୍କରେ ମତଦେଇଥିଲେ ।

ଶିକ୍ଷା ଏଭଳି ଏକ ଅନୁଷ୍ଠାନ ଯାହା ସବୁବେଳେ ରହିବ l କିଟ ଏବଂ କିସ ଆଜି ମହା ଦ୍ରୁମ ଭାବରେ ଗଢି ଉଠିପାରିଛି ବୋଲି ଡ଼ଃ ସାମନ୍ତ କହିଥିଲେ l ଏହି ଅବସରରେ ଅଞ୍ଚଳ ବିଶିଷ୍ଠ ବ୍ଯକ୍ତି ବିଶେଷଙ୍କୁ ଡ଼ଃ ସାମନ୍ତ ସମ୍ବର୍ଦ୍ଧିତ କରିଥିଲେ l ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିଲା l

 

Leave A Reply

Your email address will not be published.