ତାଳଚେର ପୋଡାଗଡ ଗାଁରେ ୨୦ ଟଙ୍କାର ମଦ ପାଇଁ ବୃଦ୍ଧଙ୍କୁ ହତ୍ୟା, ୨ ଥାନାରେ ଅଟକ

ତାଳଚେର : ମଦ ପାଇଁ ବୃଦ୍ଧଙ୍କୁ ହତ୍ୟା । ତାଳଚେର ରେଙ୍ଗାଳି ଥାନା ପୋଡାଗଡ ଗାଁରେ ୨୦ ଟଙ୍କାର ମଦ ପାଇଁ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ମୃତକ ଗାଁର ପୁରୁଣା ସାହିର ଲକ୍ଷ୍ମୀଧର ବେହେରା । ଘଟଣାର ପ୍ରାଥମିକ ତଦନ୍ତ ପରେ ପୋଲିସ ୨ ଜଣଙ୍କୁ ଥାନାରେ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.