ଉଦଳାରେ ବିଶାଳ ଅଜଗର ଉଦ୍ଧାର

ଉଦଳା(କେନ୍ୟୁଜ୍‌) : ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ଉଦ୍ଧାର ହୋଇଛି ବିଶାଳ ଅଜଗର ସାପ । ରାଢ଼ୋ ଗାଁର ଏକ ଫାର୍ମ ହାଉସରେ ଏହି ବିଶାଳକାୟ ଅଜଗର ସାପ ପଶିଥିବା କର୍ମଚାରୀ ଦେଖିବାକୁ ପାଇଥିଲେ । ଫଳରେ କର୍ମଚାରୀମାନେ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ ।  ସ୍ନେକ ହେଲପ ଲାଇନ ସଦସ୍ୟ ରନିତ୍‌ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.